Jump to content

ଡେପୁଟୀ କଲେକ୍ଟର୍

ଉଇକିଅଭିଧାନ‌ରୁ

ଡେପୁଟୀ କଲେକ୍ଟର୍

ଉଚ୍ଚାରଣ

[ସମ୍ପାଦନା]

ଡେପୁଟୀ କଲେକ୍ଟର, ଡେପୁଟୀ କିଲଟର, ଡେପୁଟୀ କିଲେଟରଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଜିଲ୍ଲାର ରାଜତ୍ୱ ଭାରପ୍ରାପ୍ତ ହାକିମଙ୍କ ସହକାରୀ — Deputy Collector.

[ଦ୍ରଷ୍ଟବ୍ୟ —ଜିଲ୍ଲାକଲେକ୍ଟରଙ୍କ ଅଧୀନ ଶାସନବିଭାଗୀୟ ଉଚ୍ଚ କର୍ମଚାରୀଙ୍କୁ ଗଞ୍ଜାମରେ ସବ୍ କଲେକ୍ଟର କହନ୍ତି]