Jump to content

ଡେବରା

ଉଇକିଅଭିଧାନ‌ରୁ

ଡେବରା

ଉଚ୍ଚାରଣ

[ସମ୍ପାଦନା]

ଡେବିରିଆ, ଡେବିରି ହାତିଆ—ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ବାଉଁଆ; ଯେଉଁ ଲୋକର ବାମହସ୍ତ ଦକ୍ଷିଣହସ୍ତ ଅପେକ୍ଷା ଅଧିକ ଦକ୍ଷ ବା କାର୍ଯ୍ୟକାରୀ — Left-handed (person).