ଡେବିରି
(ଡାହାଣ, ଖାଇବୀ—ବିପରୀତ)
ବାମପାର୍ଶ୍ୱସ୍ଥ; ବାଆଁ —Left; pertaining to the left side.
ଟେକି ଦେଲେ ଡେବରି ପାଦକୁ ରାଗରେ କୃଷ୍ଣସିଂହ. ମହାଭାରତ ସଭା