Jump to content

ଡେଭଲପ୍ କରିବା

ଉଇକିଅଭିଧାନ‌ରୁ

ଡେଭଲପ୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଫଟୋଗ୍ରାଫ୍ ନିଆ ଯାଇଥିବା ନେଗେଟିଭ୍ କାଚକୁ ମସଲା ପାଣିରେ ଧୋଇବାଦ୍ୱାରା ସେଥିରେ ପଡ଼ିଥିବା ଛାୟାଚିତ୍ରର ଆକାର ଅନ୍ୟ କାଗଜରେ ସ୍ପଷ୍ଟରୂପେ ଉଠାଯିବାର ଉପାୟ କରିବା — To develop a plate in photography.