Jump to content

ଡେମି

ଉଇକିଅଭିଧାନ‌ରୁ

ଡେମି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ଡେମୀ)

[ସମ୍ପାଦନା]
୧. ଡିମାଇ (ଦେଖ) - ୧. Ḍimāi (See)
୨. ଡେମି ଅଫିସିଅଲ୍ ଚିଠ (ଦେଖ) - ୨. Ḍemi aphisial chiṭhi (See)
୩. ଅରଜି ଓ ଦରଖାସ୍ତ ଆଦି ଲେଖିବା ପାଇଁ ଗଭର୍ଣ୍ଣମେଣ୍ଟଙ୍କ ତରଫରୁ ଷ୍ଟାମ୍ପଭେଣ୍ଡରମାନଙ୍କଦ୍ୱାରା ବିକ୍ରି କରାଯାଉ— ଥିବା ଫୁଲସ୍କାସ୍ କାଗଜର ଅଧ ଫର୍ଦ ଆଡ଼ାର ମୋଟ କାଗଜ; ପଇସିକିଆକାଗଜ; —୩. Demy paper; single sheets of paper sold by Government on which petitions and plaints are written.