ଡେମି କାଗଜ
ଦେଖଣା
ଡେମି କାଗଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡେମି କାଗଜ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଚେରୀରେ ଦରଖାସ୍ତ ଆଦି ଲେଖିବା ନିମନ୍ତେ ବ୍ୟବହୃତ ପଇସିକିଆ କାଗଜଫର୍ଦ୍ଦ; କାର୍ତ୍ତୁଜ୍ କାଗଜ —Demy paper; cartridge paper sheets used for writing petitions and planits.
[ ଦ୍ର—ଏହା ଆକାରରେ ଫୁଲସ୍କାପ୍ ଫର୍ଦର ଅଧେ ଓ ସାଧାରଣ କାଗଜ ଅପେକ୍ଷା ମୋଟ; ଏହାର ଲମ୍ୱ ୧୩/?/: ଇଞ୍ଚ ଏବଂ ଚଉଡା ୮/?/: ଇଞ୍ଚ ଏ କାଗଜର ଦେହରେ ସରକାରଙ୍କ ନାମ ସାଧା ଅକ୍ଷରରେ ଛାପା ହୋଇଥାଏ ଓ ଷ୍ଟାମ୍ଫ ଭେଣ୍ଡର୍ମାନେ ଏହା ବିକନ୍ତି ]