Jump to content

ଡେମ୍ଫେ

ଉଇକିଅଭିଧାନ‌ରୁ

ଡେମ୍ଫେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ଏକ ଡେମ୍ଫ ପରିମାଣ — The lentgh measured between the tips of the thumb and the fore-finger when the palm is stretched out.

କୁକୁର ଡେମ୍ଫେ ଜିଭଟା କାଢି ପକାଇ ଧକାଉ ଅଛି ଫକୀରମୋହନ. ଛମାଣଆଠଗୁଣ୍ଠ