ଡେରା
ଦେଖଣା
ଡେରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଦ୍ରାହ୍ ଧାତୁ=ନିକ୍ଷେପ କରିବା କିମ୍ୱା ସ୍ଥା ଧାତୁ)
[ସମ୍ପାଦନା]ତମ୍ୱୁ; ବସ୍ତ୍ରଗୃହ; ଛାଉଣୀ — Tent; camp.
ରାଗ କରି ଆଗମନେ ରାଗ ଜେରା ଆଗ କରି ପକାଇଛି ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
ଦେଶଜ - ବିଶେଷଣ -
[ସମ୍ପାଦନା]କାନ୍ଥ ଆଦିରେ ଠିଆ ବାଗରେ ଆଉଜା ହୋଇ ଥିବା —Learning against a wall in a standding posture.
କି ଅବା ଡେରା ନବ ନିଶିକୁନ୍ତ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
ପ୍ରାଦେଶିକ - (ଗଞାମ) ବିଶେଷ୍ୟ -
[ସମ୍ପାଦନା]ବୁଣା ଜାତି; ଏକ ଜାତୀୟ ତନ୍ତି — A class of weavers.
ପ୍ରାଦେଶିକ -(ସମ୍ୱଲପୁର ଓ ଗଡଜାତ) ବିଶେଷ୍ୟ -
[ସମ୍ପାଦନା]- ୧. (ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ) ଆଗନ୍ତୁକ ବ୍ୟକ୍ତିଙ୍କର ବସାଘର ବା ଅସ୍ଥାୟୀ ବାସସ୍ଥାନ —୧. Lodging of a guest.
- ୨. କୌଣସି ସ୍ଥାନରେ କରାଯିବା ଅସ୍ଥାୟୀ ବାସ — ୨. Temporary abode taken up at a place.