Jump to content

ଡେରା ହେବା

ଉଇକିଅଭିଧାନ‌ରୁ

ଡେରା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

ଡେରିବା କ୍ରିୟାର କର୍ମବାଚ୍ୟ ରୂପ — Passive voice of the verb. Ḍeribā, to set in a lerning posture.

୧. ଲମ୍ୱ ବାଗରେ କାନ୍ଥ, ଆଦିକୁ ଲଗାଇ କର୍ଣ୍ଣରୂପେ ରଖାଯିବା — ୧. To be put in a standing position leaning against a wall.
୨. (ସ୍ତ୍ରୀଲୋକଙ୍କ ପ୍ରତି ଅଭିଶାପ ବଚନ) ଗର୍ଭବତୀ ଅବସ୍ଥାରେ ମରିବା —୨. To die during pregnancy.

(ଡେରା ହୋ ତଳେ ନୋଟ୍ ଦେଖ)