Jump to content

ଡେରି ଦେବା

ଉଇକିଅଭିଧାନ‌ରୁ

ଡେରି ଦେବା

ଉଚ୍ଚାରଣ

[ସମ୍ପାଦନା]

(ସରିଦେବା—ବିପରୀତ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଡେରିବା (ଦେଖ) - ୧. Ḍeribā (See)
୨. (କେଉଟଙ୍କ ଭାଷା) ନୌକାର ଆଗ ମଙ୍ଗକୁ କାତଦ୍ୱାରା ସଂଯତ କରିବା —୨. (nautical term) To direct or regulate the direction or position of the front end of a boat by punting it with the punting rod.