ଡେରି ହୋଇ ବସିବା
ଦେଖଣା
ଡେରି ହୋଇ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡେରି ହୋଇ ବସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଗୋଡ଼ରେ ଭରା ଦେଇ ବସିବା; କେବଳ ଗୋଡ଼ର ତଳିପାକୁ ଭୂମିରେ ଲଗାଇ ଦେହର ଅନ୍ୟ କୌଣସି ଅଂଶ ଭୂମିରେ ନ ଲଗାଇ ବସିବା; ଊର୍ଦ୍ଧ୍ୱଜାନୁ ହୋଇ ବସିବା — To sit upright with the soles of the feet on the ground; to sit up; to sit on the heels; to squat with the knees held up.