ଡେଲଙ୍ଗା
କୁଭୂପୃଷ୍ଠ; କୁବ୍ଣ ବା ଉପରକୁ ବଙ୍କା ହୋଇଯାଇ ଥିବା (ପଟା); ଉପରକୁ ବାଙ୍କିଥିବା — Warped; bent; become curved.
[ ଦ୍ର—ଯେଉଁ ପଟା ଉପରଆଡ଼କୁ ବାଙ୍କିଯାଇ ଥାଏ ତାକୁ ଡେଲଙ୍ଗା ଓ ତଳିଆଡ଼କୁ ବାଙ୍କିଯାଇ ଥାଏ ତାକୁ ନୂଆଁ ବା ଲୁଆଁ କହନ୍ତି ]