ଡେଲା
ଦେଖଣା
ଡେଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି(ଇଂ)
[ସମ୍ପାଦନା]ନଦୀ ସମୁଦ୍ରରେ ପଡ଼ିବା ସ୍ଥାନ ବା ମୁହାଣରେ ପଟୁଦ୍ୱାରା ଗଠିତ ତ୍ରିକୋଣାକାର ଭୂମି; ନଦୀମୁଖସ୍ଥ ତ୍ରିକୋଣ ଭୂମି —Delta.
[ ଦ୍ର—ଗ୍ରୀକ୍ଭାଷାର (/?/) ଏହି ତ୍ରିକୋଣ ଅକ୍ଷରର ନାମ ଡେଲା ସମୁଦ୍ରରେ ପଡିବା ପୂର୍ବରୁ ନଦୀ ବହୁଧାର ହୋଇ ବହି ଯାଇ ସ୍ଥାନେ ସ୍ଥାନେ ଏହିପରି ଆକାର ଧାରଣ କରିଥିବାରୁ ଇଂରାଜିରେ ଏହାର ନାମ ଡେଲା; ବଙ୍ଗଳାରେ ବ ଅକ୍ଷର * ବଙ୍ଗାଳୀ: (ব)
ତ୍ରିକୋଣ ଅଟେ, ଅତଏବ ଡେଲାକୁ ବଙ୍ଗଳାରେ ବ ଦ୍ୱୀପ, ଆଖ୍ୟା ଦିଆ ଯାଇଅଛି ଓଡ଼ିଆରେ କେତେକ ଲେଖକ ବଙ୍ଗଳା ଅନୁକରଣରେ 'ବ ଦ୍ୱୀପ' ରୂପକ ନିରର୍ଥକ ଓଡ଼ିଆ ଶବ୍ଦ ପ୍ରୟୋଗ କରିବାର ଦେଖାଯାଏ ]