ଡେଲାହୁସି
ଦେଖଣା
ଡେଲାହୁସି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ନାମ, ଡେଲ୍ହଉସୀ)
[ସମ୍ପାଦନା]ଲର୍ଡ଼ ଡେଲାହୁସି; ଭାରତର ଗଭର୍ଣ୍ଣର ଜେନରଲ୍ — Lord Dalhousie, one Governor General of India.
[ ଦ୍ର—ଏ ୧୮୪୮:ରୁ ୧୮୫୬: ସାଲ ପର୍ଯ୍ୟନ୍ତ ଭାରତର ବଡ଼ଲାଟ ହୋଇଥିଲେ ଏହାଙ୍କ ଅମଳରେ ପଞ୍ଜାବ, ଦାର୍ଜିଲିଙ୍ଗ, ଅଯୋଧ୍ୟା, ସାଗର, ଝାନି, ନାଗପୁର ଓ ବେରାର ଭାରତୀୟ ଇଂରାଜ ରାଜ୍ୟଭୁକ୍ତ ହେଲା ଏବଂ ୨ୟ ବ୍ରହ୍ମ ସମର ହୋଇ ରେଙ୍ଗୁନ, ମାର୍ଟାବାନ, ପେଗୁ ଆଦି ମଧ୍ୟ ଭାରତ ସାମ୍ରାଜ୍ୟଭୁକ୍ତ ହେଲା ଏହାଙ୍କ ଅମଳରେ କଲିକତା, ବମ୍ୱେ ଓ ମାନ୍ଦ୍ରାଜଠାରୁ ପ୍ରଥମେ ରେଲ ଲାଇନ୍ମାନ ପଡ଼ିଲା, କେନାଲମାନ ଖୋଳା ହେଲା, ପକା ସଡ଼କ ହେଲା, ତାରଡ଼ାକ ବସିଲା, ଦୁଇପଇସିଆ ଡାକଟିକଟ ଚଳିଲା ଓ ଭାରତରେ ସରକାରଙ୍କ ଶିକ୍ଷାବିଭାଗ ପ୍ରତିଷ୍ଠିତ ହେଲା ]