ଡେଲିଙ୍ଗିବା
ଦେଖଣା
ଡେଲିଙ୍ଗିବା
ଉଚ୍ଚାରଣ
[ସମ୍ପାଦନା](ଡେଲଙ୍ଗିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(କୌଣସି ସିଧା ପତଳା ଲମ୍ୱା ପଟା)
[ସମ୍ପାଦନା]ବଙ୍କା ବା କୁବ୍କ ହୋଇଯିବା —To become bent or curved (said of a thin plank); to bulge.
[ ଦ୍ର—ପଟା ଆଦିର ମଧ୍ୟ ଅଂଶ ତଳଆଡ଼କୁ ବଙ୍କେଇ ଗଲେ ତାକୁ ନଇଁବା ବା ଲଇଁବା ଏବଂ ଉପରଆଡ଼କୁ ବଙ୍କେଇ ଗଲେ ତାକୁ ଡେଲିଙ୍ଗିବା କହନ୍ତି ]