Jump to content

ଡେସିମଲ୍

ଉଇକିଅଭିଧାନ‌ରୁ

ଡେସିମଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ଦଶମିକ; ଏକସଂଖ୍ୟାର ଦଶୋତ୍ତର ଭାଗ —Decimal.
୨. ଏକ ଏକର୍ ଭୂମିର ୧୧୩, ୧୧୧, ୧୧: ପ୍ରଭୃତି ଅଂଶ —୨. One decimal of an acre.

[ ଦ୍ର—ଓଡ଼ିଶାରେ ପୂର୍ବେ ଭିନ୍ନ ଭିନ୍ନ ଦସ୍ତିର ପଦିକାରେ ଜମି ମାପ ହୋଇ ବାଟି, ମାଣ, ଗୁଣ୍ଠ, ବିଶ୍ୱା ଓ କାଣୀଦ୍ୱାରା ଜମିର କ୍ଷେତ୍ରଫଳ ନିର୍ଦ୍ଦିଷ୍ଟ ହେଉଥିଲା କିନ୍ତୁ ଇଂରାଜି ଗଭର୍ଣ୍ଣମେଣ୍ଟଙ୍କ ଭୂରାଜସ୍ୱ଼ ସେଟଲମେଣ୍ଟରେ ଏକର୍, ଡେସିମିଲ୍ ରୀତିରେ ଜମିର କ୍ଷେତ୍ରଫଳ ନିର୍ଦ୍ଦିଷ୍ଟ ହୋଇଅଛି ୨୪: ଦସ୍ତି ପଦିକାରେ ଏକମାଣ=୧ ଏକର୍; ଏକର୍କୁ ଏକଶତ, ଏକବହଜାର ଓ ସ୍ଥାନବିଶେଷରେ ଦଶହଜାର ଭାଗରେ ବିଭକ୍ତ କରି ପ୍ରତ୍ୟେକ ଅଂଶକୁ ଡେସିମଲ୍ଦ୍ୱାରା ଚିହ୍ନିତ କରାଯାଏ ଯେଉଁ ଅଞ୍ଚଳରେ ଏକରକ ୧ ଭାଗରେ ବିଭକ୍ତ, ସେଠାରେ ୧ ଡେସିମଲ୍=୧ ଏକର; ଯେଉଁଠାରେ ଏକରକ ୧ ଭାଗରେ ବିଭକ୍ତ, ସେଠାରେ ୧ଡେସିମଲ୍=୧ଏକର୍; ଯେଉଁଠାରେ ଏକରକ ଦଶହଜାର ଭାଗରେ ବିଭକ୍ତ, ସେଠାରେ ୧ ଡେସିମଲ=୧ଏକର୍ ବଡ଼ ବଡ଼ ସହରରେ (ଯଥା କଟକରେ) ଜମିମାନ ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ବିଭକ୍ତ ହୋଇ ଥିବାରୁ ଏକରକୁ ଦଶହଜାର ଡେସିମିଲରେ ବିଭକ୍ତ କରା ଯାଇ ସେଟଲମେଣ୍ଟ କରା ଯାଇଥିଲା ]