Jump to content

ଡୋକରା

ଉଇକିଅଭିଧାନ‌ରୁ

ଡୋକରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଡୋକରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ତୁଳ. ସଂସ୍କୃତ - ଦୁଷ୍କର; ପ୍ରା. ଡୁକ୍କର; ତୁଳ. ସଂସ୍କୃତ - ଦିକ୍କର =ଯୁବା)

[ସମ୍ପାଦନା]
୧. ଅତି ବୃଦ୍ଧ; ଧୋକଡ଼ା — ୧. Very old; decrepit.
୨. ଶ୍ଳଥଚର୍ମା —୨. With hanging or shrivelled skin.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଅଶକ୍ତ ଓ ବୃଦ୍ଧ ବ୍ୟକ୍ତି — A decrepit old man.