ଡୋବା
ଦେଖଣା
ଡୋବା
ଉଚ୍ଚାରଣ
[ସମ୍ପାଦନା]ଡୋବ, ଡୋବରଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଭ୍ର=ସମୁଦ୍ର, ଝୀଲ—ହିନ୍ଦୀ - ଶବ୍ଦସାଗର)
[ସମ୍ପାଦନା]- ୧. ଟୁବ; ଟୋବ ବା ଅତି କ୍ଷୁଦ୍ର ଜଳାଶୟ — ୧. A very small tank.
- ୨. ପାଣି ଝରିବା ନିମନ୍ତେ ଭୂମିରେ ବା ନଈବାଲିରେ ଖୋଳାଯିବା ଗର୍ତ୍ତ — ୧. Small pits dug in the sandy bed of a river or ground for collecting water by percolation.