Jump to content

ଡୋମିନିଅନ୍

ଉଇକିଅଭିଧାନ‌ରୁ

ଡୋମିନିଅନ୍

ଉଚ୍ଚାରଣ

[ସମ୍ପାଦନା]

(ଡୋମିନିୟନ—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ - (ଇଂ) (ଆଧୁନିକ ପ୍ରୟୋଗ)

[ସମ୍ପାଦନା]

ଇଂରାଜି ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ସ୍ୱାୟତ୍ତଶାସନାଦି ଅଧିକାର ପ୍ରାପ୍ତ ଭିନ୍ନ ଭିନ୍ନ ରାଜ୍ୟ —Dominion; a self-governing unit inside the British Empire.

(ଯଥା—ଉତ୍ତର ଆମେରିକାର କାନେଡ଼ା, ଅଷ୍ଟ୍ରେଲିଆ, ମିଶର୍, ସୁଡାନ୍ ଓ ଦକ୍ଷିଣ ଆଫ୍ରିକାର ରୋଡେସିଆ )