Jump to content

ଡୋମିସାଇଲ୍ଡ

ଉଇକିଅଭିଧାନ‌ରୁ

ଡୋମିସାଇଲ୍ଡ

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଏକ ପ୍ରଦେଶରୁ ଆସି ଅନ୍ୟ ପ୍ରଦେଶରେ ସ୍ଥାୟୀରୂପେ ବାସ କରିଥିବା ଉପନିବେଶୀ —Domiciled.

[ଦ୍ରଷ୍ଟବ୍ୟ —ବିଦେଶୀ ବ୍ୟକ୍ତି କୌଣସି ପ୍ରଦେଶରେ ଡୋମିସାଇଳ୍ଡ୍ ହୋଇଥିବାର ସନ୍ତୋଷଜନ୍କ ପ୍ରମାଣ କର୍ତ୍ତୃପକ୍ଷଙ୍କ ନିକଟ ଦର୍ଶାଇଲେ ସେହି ପ୍ରଦେଶର ସରକାରୀ ଚାକିରି ଆଦିରେ ପ୍ରଦେଶବାସୀଙ୍କ ସମାନ ଦାବୀ ତାଙ୍କୁ ପ୍ରବର୍ତ୍ତେ ]