Jump to content

ଡୋରା

ଉଇକିଅଭିଧାନ‌ରୁ

ଡୋରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡୋର)

[ସମ୍ପାଦନା]
୧. ସୋରା; ଧାଡ଼ି; ସରି —୧. Row; string.
୨. ରେଖା —୨. Line; stripe; streak.

(ଯଥା—ଗୁଣ୍ଡଚିମୂଷା ପିଠିରେ ୫ଟି ଡୋରା ଅଛି)

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ)

[ସମ୍ପାଦନା]

ପଳା (ଦେଖ) - —Paḻā (See)