ଡୋରା ଡୋରା
ସମାନ୍ତର ବହୁ ରେଖାବିଶିଷ୍ଟ — Striped.
ଡୋରା ଡୋରା ହୋଇ ପଡ଼ିଅଛି ଶିଖେ ଠାବେ ଠାବେ ଯାର ମାର୍ଗ ଗଇରିକେ—ରାଧାନାଥ. ଚିଲିକା