ଡୋରିଆ
ଦେଖଣା
ଡୋରିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରେଖାରଞ୍ଜାତ ବସ୍ତ୍ର; ମୁଗେଇ ଲୁଗା — Striped cloth; check.
[ ଦ୍ର—ଏଥିରେ ଟାଣୀସୂତା ଏକରଙ୍ଗର ଓ ଭରଣୀ ସୂତା ବଭିନ୍ନ ରଙ୍ଗର ଥାଏ, କିମ୍ୱା ଏକରଙ୍ଗୀ ଲୁଗାରେ ମଝିରେ ମଝିରେ ଅନ୍ୟ ରଙ୍ଗର ସୂତାର ଲମ୍ୱ ଡୋରାମାନ ବୁଣାଯାଇ ଥାଏ କେଉଁ କେଉଁ ଲୁଗାରେ ଛକ ପଡ଼ି ଡୋରା ବୁଣା ଯାଇଥାଏ ଓ କେଉଁ କେଉଁ ଲୁଗାରେ ସମାନ୍ତର ଡୋରାମାନ ବୁଣା ଯାଇଥାଏ ]