Jump to content

ଡୋର କୌପୁନୀ

ଉଇକିଅଭିଧାନ‌ରୁ

ଡୋର କୌପୁନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଡୋର କଉପୁନୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ସଂସ୍କୃତ - ଡୋର+କୌପୀନ)

[ସମ୍ପାଦନା]

ବୈଷ୍ଣବମାନେ ଗୁରୁଙ୍କଠାରୁ ଦୀକ୍ଷା ନେଇ ସନ୍ୟାସ ଧର୍ମ ଗ୍ରହଣ କରିବା ସମୟରେ ସନ୍ନ୍ୟାସ ଧର୍ମର ଚିହ୍ନସ୍ୱରୂପ ଗୁରୁଙ୍କଠାରୁ ପାଇଥିବା ଅଣ୍ଟାରେ ବନ୍ଧା ଯିବା ଡୋର ଏବଂ କୌପୁନୀ — A small strip of rag with a waist- band worn by ascetics which are presented to them by their spiritual preceptors at the time of the initiation ceremony.