ଡୋର କୌପୁନୀ ନେବା
ଦେଖଣା
ଡୋର କୌପୁନୀ ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡୋର କୌପୁନୀ ନେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଗୁରୁଙ୍କଠାରୁ ସନ୍ୟାସୀ ଦୀକ୍ଷା ଗ୍ରହଣ କରିବା; ସନ୍ୟାମ ଧର୍ମରେ ଦୀକ୍ଷିତ ହେବା —To be initiated into the tenets of asceticism.
[ ଦ୍ର—ଏହି ଉପଲକ୍ଷରେ ଉତ୍ସବ ହୁଏ; ସାଧୁ, ବୈଷ୍ଣବ, ସନ୍ଥ, ମହନ୍ତମାନଙ୍କୁ ନିମତ୍ରଣ କରାଯାଏ ଓ ସେମାନଙ୍କୁ ଭୋଜୀ (ମଉଛବ) ଦିଆଯାଏ ଓ ନାମ ସଂକୀର୍ତ୍ତନ ହୁଏ ]