Jump to content

ଡୋର ବନ୍ଧା ହେବା

ଉଇକିଅଭିଧାନ‌ରୁ

ଡୋର ବନ୍ଧା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)

[ସମ୍ପାଦନା]

କୌଣସି କାର୍ଯ୍ୟର ସମାପ୍ତି ବା ନିବୃତ୍ତ —(figurative) The cessation or finis of some work.

(ଯଥା—ଛାତ୍ରର ବିବାହ ହେଲେ ପାଠପଢ଼ାରେ ଡୋର ବନ୍ଧା ଯାଏ )

[ ଦ୍ର—ତାଳପତ୍ର ପୋଥିରେ ଡୋର ବନ୍ଦା ହୋଇ ରଖା ଯାଇଥାଏ ପଢ଼ିବା ବ୍ୟକ୍ତି ଉକ୍ତ ଡୋରକୁ ଫିଟାଇ କରି ପୋଥିକୁ ପଢ଼େ ପୁଣି ପୋଥି ପଢ଼ି ସାରିଲେ ପୋଥିରେ ଡୋର ବାନ୍ଧି ରଖିଦିଏ ଅତଏବ ପୋଥିରେ ଡୋର ବାନ୍ଧିବା ଡୋର ଦେବା 'କୌଣସି କାର୍ଯ୍ୟର ସମାପ୍ତି ବା ନିବୃତ୍ତ' ଏହି ଅର୍ଥର ସୂଚକ ]