Jump to content

ଡୋର ବାନ୍ଧିବା

ଉଇକିଅଭିଧାନ‌ରୁ

ଡୋର ବାନ୍ଧିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ଲକ୍ଷଣାର୍ଥ)

[ସମ୍ପାଦନା]
୧. କୌଣସି କର୍ମର ସମାପ୍ତି କରିବା — ୧. To finish a work.


୨. କୌଣସି କର୍ମ ବନ୍ଦ କରିବା — ୨. To cease doing a work; to stop a work.