ଡୋର ଲଗାଇବା
ଦେଖଣା
ଡୋର ଲଗାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡୋର ଲଗାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଲକ୍ଷଣାର୍ଥ) (ସ୍ନେହର ଡୋର ଦ୍ୱାରା) ଝିଙ୍କିବା; ଆକର୍ଷଣ କରିବା — (figurative) To attract.
(ଯଥା—ମୋଠାରେ ଜଗନ୍ନାଥେ ଡୋର ଲଗାଇ— ଲେଣି ଅର୍ଥାତ୍ ଜଗନ୍ନାଥ ମହାପ୍ରଭୂ ମତେ ପୂରୀ ଯିବାକୁ ଆକର୍ଷଣ କଲେଣି)