Jump to content

ଡୋର ଲଗେଇବା

ଉଇକିଅଭିଧାନ‌ରୁ

ଡୋର ଲଗେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଲକ୍ଷଣାର୍ଥ) (ସ୍ନେହର ଡୋର ଦ୍ୱାରା) ଝିଙ୍କିବା; ଆକର୍ଷଣ କରିବା — (figurative) To attract.

(ଯଥା—ମୋଠାରେ ଜଗନ୍ନାଥେ ଡୋର ଲଗାଇ— ଲେଣି ଅର୍ଥାତ୍ ଜଗନ୍ନାଥ ମହାପ୍ରଭୂ ମତେ ପୂରୀ ଯିବାକୁ ଆକର୍ଷଣ କଲେଣି)