ଡୋଲି
ଦେଖଣା
ଡୋଲି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା][[]] ୧ ଡୋଲା ]] ୨ (ଦେଖ) - ୧. Ḍoḻa ୨ (See)
[ ଦ୍ର—ଧନୀ ପରିବାରର ସ୍ତ୍ରୀମାନେ ପାଲିକିରେ ଯିବା ଆସିବା କରନ୍ତି ସବାରି ବହିବା ପାଇଁ ଚାରି କିମ୍ୱା ତତୋଧ୍ୱକ ବାହକ ଲୋଡ଼ା ହୁଅନ୍ତି, କିନ୍ତୁ ଡୋଲି ସବାରି ପରି ବଡ଼ ବା ଭାରି ନୁହେଁ ବୋଲି ତାକୁ ଦୁଇ ଜଣ ବାହକ ସହଜରେ ବହି ନେଇ ପାରନ୍ତି ଏଥିପାଇଁ ମଫସଲରେ ଓ ସର୍ବତ୍ର ମଧ୍ୟବିତ୍ତ ଓ ଗରିବ ଘରର ବୋହୁ ଭୁଆସୁଣୀମାନେ ଡୋ଼ଲିରେ ଯିବା ଆସିବା କରନ୍ତି ]
- ୨. ମୁର୍ଦାରବହା ବା ମଳୁବୁହା ଖଟିଆ — ୨. A covered litter used as an ambulance.
[ ଦ୍ର—ଏ ଶଦ୍ଦ ଡୁଲୀ ବା ଢୂଲୀ (Dooly, Dhooly) ରୂପ ଧାରଣ କରି ଇଂରାଜି ଚଳିଲାଣି]
- ୩. (ସଂସ୍କୃତ - କଣ୍ଡୋଳ=ଶସ୍ୟାଧାର) ବାଉଁଶ ବା ବେତ ଆଦିର ପାତିଆରେ ବୁଣା ଗୋଲ ଗଭୀର ଟୋକେଇ; କୋଡ଼ମେଇ — ୩. A large cylindrical basket for storing grains.
- ୪. ଚାଳିଶ ଗୌଣୀ; ଶସ୍ୟାଦିର ମାପବିଶେଷଚ; ୨ପୌଟୀ ===
- ୫. (ବ୍ୟଙ୍ଗାର୍ଥ; ପେଟ ଗୋଟିଏ ଡୋଲି ସଙ୍ଗେ ତୁଳାଯାଏ) ପେଟ; ଉଦର —୫. (ironical) Belly.