Jump to content

ଡୋଲ୍

ଉଇକିଅଭିଧାନ‌ରୁ

ଡୋଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାଉରୀଭାଷା) (ସଂସ୍କୃତ - ଦୋଳ=ଝୂଲିବା, ଦୋହୋଲିବା)

[ସମ୍ପାଦନା]

ମାସ୍ତୁଲ — Mast of a ship.

ଜାହାଜଟିକୁ ସଫା ସୁତରା କରି ଡୋଲ ଉପରେ ସବର, ଗଭର, ଟଭର ପଛକୁ କଲମି ଡୋଲ ଆଉ, ବରଗାମାନ ଟେକି ଦେଇ ଶେଡ଼ ଗୁଡ଼ାଇ ଠିକ କରି ରଖିଦେଇ ଅଛନ୍ତି ଫକୀରମୋହନ. ଗଳ୍ପସ୍ୱଳ୍ପ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବଡ଼ ବାଉଁଶିଆ; ଟୋକେଇ — Big basket.