Jump to content

ଡୋଲ୍ଡାଲ୍

ଉଇକିଅଭିଧାନ‌ରୁ

ଡୋଲ୍ଡାଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ହିନ୍ଦୀ - ଡୋଲ୍=କୁଅରୁ ପାଣି କାଢ଼ିବା ବାଲତି)

[ସମ୍ପାଦନା]

ଡୁଲ୍ଡାଲ୍; ବହିର୍ଦେଶ ଯିବା; ମଳୋତ୍ସର୍ଗ — Easing one's self; passing stools.

[ ଦ୍ର—ଝାଡ଼ାଫେରି ଯିବାକୁ ଆମ ଦେଶରେ 'ପୋଖରୀପାଣି ଯିବା' ଓ ଉତ୍ତରପଶ୍ଚିମ ଅ଼ଞ୍ଚଲମାନଙ୍କରେ 'ଡୋଲ୍ଡାଲ୍ ଯିବା' କହନ୍ତି ଏଥିରୁ ଦେଖାଯାଏ ଏ ଆମ ଦେଶରେ ଅନେକ ଗଡ଼ିଆ ପୋଖରୀ ଥିବାରୁ ସାଧାରଣତଃ ଲୋକେ ମଳୋତ୍ସର୍ଗ କରିସାରି ପୋଖରୀରେ ଶୌଚ କରିବାକୁ ଯାଉଥିବାରୁ ପୋଖରୀ ଯିବା, ପୋଖରୀପାଣି ଯିବା ଶବ୍ଦମାନ ଚଳିଛି ଉତ୍ତରପଶ୍ଚିମା଼ଞ୍ଚଳରେ ବହୁତ ପୋଖରୀ ନ ଥିବାରୁ ସାଧାରଣତଃ ଲୋକେ କୂଅରୁ 'ଡୋଲରେ' ପାଣି କାଢ଼ି ତଦ୍ଦ୍ୱାରା ଶୌଚ କରୁଥିବାରୁ ଡୋଲ୍ଡାଲ୍ ଶବ୍ଦ ଚଳିଅଛି ଲୋକେ ଘରୁ ବାହାରି ଦୁରକୁ ଝାଡ଼ା ଫେରିଯିବାକୁ ବାହାରକୁ ଯିବା (ବଙ୍ଗାଳୀ - ବାହ୍ୟ ଯାଓଆ, ସଂସ୍କୃତ - ବହିର୍ଦେଶ) ଓ ମଇଦାନ ଯିବା, ବାଡ଼ିକି ଯିବା ଆଦି ଶବ୍ଦମାନ ମଳୋତ୍ସର୍ଗ କରିବା ଅର୍ଥରେ ଚଳିଅଛି ]