ଡୋଳା
ଦେଖଣା
ଡୋଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି(ସଂସ୍କୃତ - ଦୁଳ ଧାତୁ=ହଲିବା; ଚଞ୍ଚଳ ହେବା; ଆଖିର ଡୋଳା ସର୍ବଦା ଇତସ୍ତତଃ ଚାଳିତ ହେଉଥିବାରୁ)
[ସମ୍ପାଦନା]- ୧. ଚକ୍ଷୁ ମଧ୍ୟସ୍ଥ ଅଣ୍ତାକାର କୋମଳ ପିଣ୍ତ; ଚକ୍ଷୁଗୋଳକ — Eye-ball.
ଚପଳତା ସମ୍ପନ୍ନ ବୋଲି ମୋ ଡୋଳା—କବିସୂର୍ଯ୍ୟ. ସଙ୍ଗୀତ
[ ଦ୍ର—ଆଖିରଡୋଳା ଦୁଇ ଭାଗରେ ବିଭକ୍ତ, ଯଥା—୧ ଧଳା, ଯାହା ସ୍ଥିର ଥାଏ—ଧଳା ଡୋଳା୨ କୁଳା, ଯାହା ଦୃଷ୍ଟି ଚାଳନ ସଙ୍ଗେ ଇତସ୍ତତଃ ଚାଳିତ ହୁଏ—କଳାଡୋଳା ]
- ୨. ଆଖି —୨. Eye.
- ୩. ଚକ୍ଷୂର ଦୃଷ୍ଟିଶକ୍ତି —୩. Eye sight.
- ୪. ଆଖିର ପିତୁଳା; ଚକ୍ଷୁର ତାରା — ୪. The pupil of the eye.