ଡୋଳା ବୁଲାଇବା
ଦେଖଣା
ଡୋଳା ବୁଲାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆଖିର କଳା ଡୋଳାକୁ ଇତସ୍ତତଃ ଚଳନ କରି ଚାରିଆଡ଼େ ଦେଖିବା —୧. To move one's eye- balls to see round.
- ୨. (ଲକ୍ଷଣାର୍ଥ)—ଅଭିପ୍ସିତ ଦ୍ରବ୍ୟ ପାଇଁ ନାନା ଆଡ଼ ଖୋଜିବା —୨. (figurative) To search many places for some desired object.
(ଯଥା—ମୁଁ ମୋ ଝିଅପାଇଁ ଗୋଟିଏ ବର ପାତ୍ର ଲାଗି ଚାରିଆଡ଼େ ଡୋଳା ବୁଲେଇଲିଣି)