Jump to content

ଡ୍ରନ୍

ଉଇକିଅଭିଧାନ‌ରୁ

ଡ୍ରନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡ୍ର କ୍ରିୟାର ବିଶେଷଣ - ରୂପ ଡ୍ରନ୍=ଟଣା ହେଇଥିବା; ଇଂରାଜୀ - ଡ୍ରନ୍ ଗେମ୍=ଯେଉଁ ଖେଳାରେ ଉଭୟପକ୍ଷଙ୍କ ଯୋଗ୍ୟତା ସମାନ ହୁଏ)

[ସମ୍ପାଦନା]

ଖେଳରେ ବା ପରୀକ୍ଷାରେ କୌଣସି ପକ୍ଷର ହାରଜିଣ ନ ହୋଇ ସମାନ ହେବା — Drawn game; a draw between two parties in. a game.