Jump to content

ଡ୍ରାଇ ପ୍ରିଣ୍ଟିଙ୍ଗ୍

ଉଇକିଅଭିଧାନ‌ରୁ

ଡ୍ରାଇ ପ୍ରିଣ୍ଟିଙ୍ଗ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଶୁଖିଲା କାଗଜରେ ଛାପିବା ପ୍ରକ୍ରିୟା —Dry printing.

[ ଦ୍ର—ସାଧାରଣତଃ ଛାପିବା ପୂର୍ବରୁ କାଗଜକୁ ଓଦା କରାଯାଏ; ଓଦା କରି ଛାପା କରାଯିବା କାଗଜରୁ ତାହାର ମୌଳିକ ଉଜ୍ଜ୍ୱଳତା ମଉଳିଯାଏ, କିନ୍ତୁ ଡ୍ରାଇପ୍ରିଣ୍ଟିଙ୍ଗଦ୍ୱାରା କାଗଜର ମୌଳିକ ଉଜ୍ଜ୍ୱଳତା ଅକ୍ଷୁର୍ଣ୍ଣ ରହେ]