ଡ୍ରାମ୍
ଦେଖଣା
ଡ୍ରାମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ) (ଓଜନ ପରିମାଣ)
[ସମ୍ପାଦନା]- ୬. ଟୋପା ପରିମାଣ ବା ୬ ଗ୍ରେନ୍ ପାଶ୍ଚାତ୍ୟ ଓଜନ; ପ୍ରାୟ ୪ ମସା — Liquid and solid dram.
[ ଦ୍ର—ଜଳୀୟ ଓ ଘନ ପଦାର୍ଥର ଓଜନ—୬ ଟୋପା ବା ଗ୍ରେନ୍=୧ ଡ୍ରାମ୍; ୮ କିମ୍ୱା ୧୨: ଡ୍ରାମ୍=୧ ଆଉନ୍ସ. ୧୨: କିମ୍ୱା ୧୬: ଆଉନ୍ସ=୧ ପାଉଣ୍ଡ. ୧୧୨: ପାଉଣ୍ଡ୍=୧ ହିନ୍ଦର=କଟକୀ ୧ ମହଣରୁ କିଛି ବେଶି, ୨ ହନ୍ଦର=୧ ଟନ୍ ଡାକ୍ତରି ଔଷଧର ଓଜନ—୮ ଡ୍ରାମ୍=୧ ଆଉନ୍ସ. ୧୨: ଆଉନ୍ସ=୧ ପାଉଣ୍ଡ୍]