ଡ୍ରିଲ୍
ଦେଖଣା
ଡ୍ରିଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ନିୟମିତ ଅଙ୍ଗ, ଚାଳନାଦିର ଅଭ୍ୟାସ — ୧. Drill.
[ ଦ୍ର—ଏହା ସ୍କୁଲମାନଙ୍କ ଆଜିକାଲି ନିୟମିତରୂପେ ଶିକ୍ଷା ଦିଆ ଯାଉଅଛି ]
- ୨. ସେନା ଓ ପୁଲିସ ବିଭାଗର ସିପାହ ଆଦିଙ୍କର ଦୈନିକ ପରେଟ୍ —Drilling or parade of soldiers or police force.
- ୩. ଧାତୁରେ ଛିଦ୍ର କରିବା ଉପଯୋଗୀ ବଣିଆ ଆଦିଙ୍କ ଯନ୍ତ୍ର— ବିଶେଷ —୩. Drilling instrument; instrument for boring metal, stone etc.