ଡ୍ରେସିଙ୍ଗ ରୁମ୍
ଦେଖଣା
ଡ୍ରେସିଙ୍ଗ ରୁମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡ୍ରେସିଙ୍ଗ ରୁମ୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ନଟ ନଟୀମାନେ ପୋଷାକ ପିନ୍ଧିବା ଓ ସଜ୍ଜିତ ହେବା ପାଇଁ ରଙ୍ଗମଞ୍ଚକୁ ଲାଗି ଯେଉଁ କୋଠିରୀ ଥାଏ — ୧. Dressing room; green room.
- ୨. ଭଦ୍ର ଲୋକ ଓ ଭଦ୍ରମହିଳାମାନଙ୍କର ପୋଷାକ ଓ ଡ୍ରେସିଙ୍ଗ୍ ଟେବଲ୍ ଆଦି ଯେଉଁ ଘରେ ଥାଏ ଓ ଯେଉଁ ଘରେ ସେମାନେ ସଜାବାଜ ହୁଅନ୍ତି —୨. Dressing room of a gentleman or lady.