ଡ୍ରେସ୍
ଦେଖଣା
ଡ୍ରେସ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ପୋଷାକ; ଦରେଶ୍ — ୧. Dress.
- ୨. ଡାକ୍ତରମାନଙ୍କର ଅସ୍ତ୍ରୋପଚାର କରିବା ପରେ କ୍ଷତସ୍ଥାନ ଧୁଆ— ଧୋଇ ଓ ସଫାସଫା କରି ପଟି ଆଦି ବାନ୍ଧିବା କର୍ମ — ୨. Dressing of a wound by a surgeon.
- ୩. ପଥର ଆଦିକୁ କାଟି, ତାଞ୍ଛି, ପାଲିସ୍ କରି ଚିକ୍କଣ କରିବା — ୩. Dressing of stones etc.