ଡ୍ର କରିବା
ଦେଖଣା
ଡ୍ର କରିବା
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - କ୍ରି—(ଇଂ ଡ୍ର; ବିଶେଷ୍ୟ - ଥ୍ଡ୍ର)
[ସମ୍ପାଦନା]ବାଙ୍କ୍ ବା ଖଜଣାଖାନା ଆଦିରେ ଅମାନତ୍ ଥିବା ଟଙ୍କାକୁ ବାପସ୍ ବା ଉଠାଇଆଣିବା —To draw or withdraw money from a bank etc.
ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -
[ସମ୍ପାଦନା]ମାସିକ ବେତନରେ କର୍ମ କରିବା — To draw as one's pay.
[ ଦ୍ର—ସରକାରୀ ଚାକରମାନେ ସେମାନଙ୍କ ଦରମା ଟଙ୍କା ମାସକୁ ମାସ ଖଜଣାଖାନାରୁ ଡ୍ର କରନ୍ତି ଏଥିପାଇଁ ଗଞ୍ଜାମରେ ମାସିକ ବେତନ ପାଇବା ଅର୍ଥରେ ଏ କ୍ରିୟା ବ୍ୟବହୃତ ହୁଏ ଯଥା—ରାମନ୍ନା ନାଇଡୁ ପଚାଶ ଟଙ୍କା ଡ୍ର କରନ୍ତି, ଅର୍ଥାତ୍ ରାମନ୍ନାଙ୍କର ଚାକିରିର ମାସିକ ବେତନ ପଚାଶ ଟଙ୍କା ଅଟେ]