ଢାଇ
ଦେଖଣା
ଢାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ଧ୍ୱନ୍ୟନୁକରଣ) ଅ
[ସମ୍ପାଦନା]- ୧. ମୁଣ୍ଡକୁ ମୁଣ୍ଡ ଲଢ଼ାଇ — ୧. Butting of two goats or rams with each other; striking of two heads against each other.
- ୨. ଦୁଇଟି କଠିନ ବସ୍ତୁ ପରସ୍ପରକୁ ଆଘାତ କରିବାର ଶବ୍ଦ; ଢି ଢି ଶବ୍ଦ — ୨. Sound of two hard things striking forcibly against each other.