ଢାଉ

ଉଇକିଅଭିଧାନ‌ରୁ

ଢାଉ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଢାଉ, ଗେରୁମାଟି; ଗୈରିକ — ୧. Red chalk; red ochre; ruddles red stone.
୨. (ସଂସ୍କୃତ - ଧବ) ଜଙ୍ଗଲୀ ବୃକ୍ଷ ବିଶେଷ; ଧଅଗଛ — ୨. Anogoissus Latifolia (tree)