Jump to content

ଢାଲୁ

ଉଇକିଅଭିଧାନ‌ରୁ

ଢାଲୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ହ୍ୱାଲି ଧାତୁ= ଚାଳନ; ସଂସ୍କୃତ - ଧାର)

[ସମ୍ପାଦନା]

ଗଡ଼ାଣିଆ; କ୍ରମନିମ୍ନ; ପାହାନିଆ — Sloping; inclined; slanting.

ବିଶେଷ୍ୟ -

[ସମ୍ପାଦନା]

ଗଡ଼ନ୍ତି; ଗଡ଼ାଣିଆ ଜାଗା; କ୍ରମନିମତା — Inclination; slope.