ଢିମାଢିମା

ଉଇକିଅଭିଧାନ‌ରୁ

ଢିମାଢିମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଖାଲ ଢିପ; ଅସମତଳ (ପଥ ବା ଭୂମି) — ୧. Uneven or rough (land or road).
୨. ଢିମାପୂର୍ଣ୍ଣ —୨. Strewn with large bits of stone; stony (ground); pebbly.