Jump to content

ଢୁକା

ଉଇକିଅଭିଧାନ‌ରୁ

ଢୁକା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଢୋକା; ଢୋକିବା; ପିଇବା — Gulping; swallowing.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଢୁକାଇବା; ପ୍ରବେଶ କରାଇବା — ୧. Thrusting.
୨. ଢୁକିବା; ପ୍ରବେଶ କରିବା —୨. Entering.