ଢେଗା
ଦେଖଣା
ଢେଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଢେଗା
|
(ଢେଗାଢେଗା—ଅନ୍ୟରୁପ)
ଦେଶଜ - ବିଶେଷଣ -
[ସମ୍ପାଦନା]ବର୍ତ୍ତୁଳ ଓ ବଡ଼; ଡିମ୍ୱାକୃତି — Egg-shaped; oval and protruding.
(ଯଥା—ଢେଗା ଅଖି)
ବିଶେଷ୍ୟ -
[ସମ୍ପାଦନା]ଢାଗା —Single stitck.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ପାତି ଖେଳରେ ସାନ ବଡ଼ କଉଡ଼ିମାନଙ୍କୁ ଲକ୍ଷ କରି ମରାଯିବାବଡ଼ କଉଡ଼ି —Big cowrie which is aimed at the row of small cowrise in a Pati game.