ଢେଗା ମାରିବା
ଦେଖଣା
ଢେଗା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଢେଗା ମାରିବା
|
(ଢେଗା ଗଳାଇବା; ଢେଗା ଗଳେଇବା—ଅନ୍ୟରୁପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବସ୍ତ୍ରଖଣ୍ଡକୁ ଅଟକାଇ ରଖିବା ଉଦ୍ଦେଶ୍ୟରେ ଦୁର ଛାଡ଼ିଆ କରି ଟାଙ୍କା ମାରି ସିଲେଇ କରିବା —To make single and distant stitches.