ଢେଙ୍କାଶ୍ରାବଣ

ଉଇକିଅଭିଧାନ‌ରୁ

ଢେଙ୍କାଶ୍ରାବଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଢେକାଶ୍ରାବଣ—ଅନ୍ୟରୁପ)

  • (file)
  • (file)

ଦେଶଜ - ବିଶେଷ୍ୟ - .[ସମ୍ପାଦନା]

ଧାରାଶ୍ରାବଣ, ଯେଉଁ ଶ୍ରାବଣମାସରେ ଢିଙ୍କି କୁଟିଲା କୁଟିଲାପରି ଅନବରତ ବୃଷ୍ଟି ହୁଏ — Month of Ṡrābaṇa in which it rains incessantly.

ଅଇଲାରେ ଢେଙ୍କା ଶ୍ରାବଣ, ଭାଦ୍ରବ ଚିରିଶିବିନ ଆଶ୍ୱିନ ମାସରେ ଗହଳା ଗହଳି, କାର୍ତିକରେ ପାଇବୁ ଦିନ କୃଷିବଚନ