ଢେପା

ଉଇକିଅଭିଧାନ‌ରୁ

ଢେପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଢିପା — ୧. High.
୨. ଡେଙ୍ଗା —୨. Tall.

ଗାଈ କରିବ ଗୁରୁଡ଼ି ଗାରିଡ଼ି, ନଳଦ କରିବ ଢେପା ଆଖୁ ବିଲରୁ ମାଣେ ନ କରିବ, ପାଏ କରିଥିବ କପା କୃଷିବଚନ